Hinjilicut Live

Hinjilicut Live Service to society .Wide spread of information , incidents ,facts, documents, the inside story, news etc.. & enlightenment to the public.

19/04/2026

ହିଞ୍ଜିଳିକାଟୁ ଅଞ୍ଚଳରେ ସାଇକେଲ ଚୋରି। ସିସିଟିଭି କ୍ୟାମେରାରେ ରେକର୍ଡ ଲାଗିଛି।

ଖଇରିଆ ପୋଷାକ ଛାଡ଼ି ଧଳା ଡ୍ରେସ ପିନ୍ଧିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ।
19/04/2026

ଖଇରିଆ ପୋଷାକ ଛାଡ଼ି ଧଳା ଡ୍ରେସ ପିନ୍ଧିଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ।

19/04/2026

ପୂର୍ବରୁ ରାସ୍ତାରେ ଡ୍ରାଇଭର ମାନଙ୍କୁ ଯେମିତି ଚା ' ଦେଇ ଖର୍ଚ୍ଚ କରୁଥିଲେ ରାଜ୍ୟ ଡବଲ ଇଞ୍ଜିନ ସରକାର ଏବେ ଖରାଦିନେ ଡ଼୍ରାଇଭରଙ୍କୁ ରାସ୍ତା ରେ ଓଆରଏସ୍ ପିଆଇବେ।

ବିଜୁ ଲିଗାସୀ ର ପରଦା ପଛରେ ସତ୍ୟ।।
18/04/2026

ବିଜୁ ଲିଗାସୀ ର ପରଦା ପଛରେ ସତ୍ୟ।।

17/04/2026
15/04/2026
15/04/2026

ସାବଧାନ!!!
ହିଞ୍ଜିଳିକାଟୁ ଅଞ୍ଚଳରେ ବିଭିନ୍ନ ଦୋକାନ ଓ‌ ଘରେ ଲାଗିଥିବା ଏସି ଗୁଡ଼ିକର ତମ୍ବା ତାର ଓ ସଂଯୋଗ ବିଦ୍ୟୁତ ତାର ଚୋରି କରୁଥିବା ଗ୍ୟାଙ୍ଗ କିଛି ଦିନ ଧରି ସକ୍ରିୟ ଅଛନ୍ତି। ଆଇନ ଶୃଙ୍ଖଳା ଓ ସୁରକ୍ଷା ବିପର୍ଯ୍ୟସ୍ତ। ତେଣୁ, ନିଜେ ନିଜର ସମ୍ପତ୍ତିର ସୁରକ୍ଷା ପାଇଁ ଧ୍ୟାନ ଦିଅନ୍ତୁ।

13/04/2026

ଆମେରିକା ଓ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ହୋଇପାରିଲା ନାହିଁ। ଏବେ, ପ୍ରାୟ ୧ ମିଲିୟନ ଡ଼ଲାର ଖର୍ଚ୍ଚ ହୋଇଥିବା ନିରାପତ୍ତା,ହୋଟେଲ ଓ ଖାଦ୍ୟ ବିଲ ପାକିସ୍ତାନକୁ ଦେବାକୁ ପଡ଼ିବ। ବେପାରୀ ଟ୍ରମ୍ପ ପାକିସ୍ଥାନକୁ ଭକୁଆ ବନାଇଦେଲା।

No self respecting American would trust this Zionist.
13/04/2026

No self respecting American would trust this Zionist.

ମଧ୍ୟ ପ୍ରାଚ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧବିରତି ନିଷ୍ପତ୍ତି ଆମେରିକାର ଦୁର୍ବଳତା ନା' ଏହା ବିଶ୍ବଶାନ୍ତି ପାଇଁ ଏକ ବୁଦ୍ଧିମାନ...
09/04/2026

ମଧ୍ୟ ପ୍ରାଚ୍ୟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଯୁଦ୍ଧବିରତି ନିଷ୍ପତ୍ତି ଆମେରିକାର ଦୁର୍ବଳତା ନା' ଏହା ବିଶ୍ବଶାନ୍ତି ପାଇଁ ଏକ ବୁଦ୍ଧିମାନର ପଦକ୍ଷେପ?

Address

Hinjilicut

Telephone

+917008444519

Website

Alerts

Be the first to know and let us send you an email when Hinjilicut Live posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Hinjilicut Live:

Share

Category