05/08/2026
🍦 ଖୁସି ଖବର! 🍦
ଗତ କିଛି ଦିନ ଧରି ଆଇସକ୍ରିମ୍ ଷ୍ଟକ୍ ନଥିବାରୁ ଅନେକ କଷ୍ଟମର୍ ନିରାଶ ହୋଇ ଫେରିଯାଉଥିଲେ। 🙏
🎉 ଏବେ ସେହି ସମସ୍ୟା ନାହିଁ!
MH Variety Storeରେ ବିଭିନ୍ନ ଫ୍ଲେଭରର ତାଜା ଆଇସକ୍ରିମ୍ ଉପଲବ୍ଧ। 🍨🍫🍓
📍 ଆଜିହିଁ ଭିଜିଟ୍ କରନ୍ତୁ ଏବଂ ଆପଣଙ୍କ ପସନ୍ଦର ଆଇସକ୍ରିମ୍ ନେଇଯାଆନ୍ତୁ।