12/08/2026
ସ୍ଲୋଗ : ଲଘୁଚାପ ଜନିତ ବର୍ଷା ରେ ବନ୍ୟା ପରିସ୍ଥିତି ପରେ ଦୁର୍ଦ୍ଦଶା ରେ ଚାଷୀ!
# ହାଣ୍ଡି, ମାଢିଆ ସାହାଯ୍ୟ ରେ ପାଣିରେ ଭସାଇ ନେଉଛି ନିଜ ଏବଂ ଗୋ ବଂଶ ପାଇଁ ଖାଦ୍ୟ?
ଆଙ୍କର : ଚଳିତ ବର୍ଷ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବା କାରଣରୁ ପାଣିଘେରରେ ବିତୁଛି ଜୀବନ। ହଁ ଦର୍ଶକ ବନ୍ଧୁ ଆପଣ ମାନେ ଦେଖିଛନ୍ତି କେମିତି ଅଣ୍ଟେ ପାଣିରେ ପଶି ହାଣ୍ଡି ମାଢିଆ ସାହାଯ୍ୟ ରେ ନେଉଛନ୍ତି ଖାଦ୍ୟ ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ।